Bank Holiday - ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

 ରବିବାର ସହ ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ପର୍ବ ରହିଛି ରାଜ୍ୟ ଅନୁସାରେ ବ୍ୟାଙ୍କ ଛୁଟି ଭିନ୍ନ ହୋଇପାରେ ବ୍ୟାଙ୍କ ବନ୍ଦ ଥ‌ିବା ସତ୍ତ୍ବେ ଅନଲାଇନ୍ କାମ ଜାରି ରହିବ

ନେଟବ୍ୟାଙ୍କି ଏବଂ ଅନଲାଇନ ଟ୍ରାଞ୍ଜାକ୍ସନ ଚାଲୁ ରହିବ

  • ୧ ମେ, ୨୦୨୬ – ଶ୍ରମିକ ଦିବସ
  • ୩ ମେ, ୨୦୨୬ – ରବିବାର
  • ୭ ମେ, ୨୦୨୬ – ବୁଦ୍ଧ ପୂର୍ଣ୍ଣିମା
  • ୯ ମେ, ୨୦୨୬ – ଦ୍ଵିତୀୟ ଶନିବାର
  • ୧୦ ମେ, ୨୦୨୬ – ରବିବାର
  • ୧୭ ମେ, ୨୦୨୬- ରବିବାର
  • ୨୩ ମେ, ୨୦୨୬ – ଚତୁର୍ଥ ଶନିବାର
  • ୨୪ ମେ, ୨୦୨୬ – ରବିବାର
  • ୨୫ ମେ, ୨୦୨୬– ମହାରାଣା ପ୍ରତାପ ଜୟନ୍ତୀ
  • ୩୧ ମେ, ୨୦୨୬ – ରବିବାର


Comments

Popular posts from this blog

Odisha Panjayata Peon Recruitment 2026 - Apply 10th Pass

East Coast Railway (ECR) Recruitment 2025 - Apply 10th Pass & Above

Odisha Home Guard Jobs Vacancy 2026 - Offline Application