Posts

Showing posts with the label Yojana

Subhadra Yojana 2024-25, How to fill the Subhadra form, Online

Image
  Odisha Subhadra Yojana Online and Offline Application Form has finally arrived. All district women of Odisha can apply for this Subhadra Yojana. Applicants must be at least 21 years of age by July 1. Can do for 10000 rupees per month. How to apply, what is the last date, documents, age limit, educational requirements, read till the end. ଜାଣନ୍ତୁ ସୁଭଦ୍ରା ଫର୍ମକୁ କେମିତି ଭରିବେ, ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ ? 👉 ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। 👉 ପରେ ସ୍ବାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ 👉 ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ 👉 ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର 👉 ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ 👉ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ୍ ହୋଇଥିବା ନମ୍ବର ଦେବାକୁ ହେବ 👉 ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ବି ଦେଇପାରନ୍ତି 👉 ତାପରେ ଠିକଣା ଲେଖି, ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ 👉 ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ 👉 ଫର୍ମ ଫିଲଅପ୍ ପର...