10th Class Result - କିଛି ସମୟରେ ମାଟ୍ରିକ୍ ରେଜଲ୍ଟ, ଜାଣନ୍ତୁ କେମିତି ଚେକ କରିବେ?
ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in କୁ ଯାଇ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ। ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ଏଥିପାଇଁ ମୋବାଇଲ୍ ମେସେଜ୍ ବକ୍ସକୁ ଯାଇ OR10 ଟାଇପ୍ କରି 5676750 ନମ୍ବରକୁ ପଠାଇବାକୁ ହେବ ।

Comments
Post a Comment