Shorts

Chief Minister Annapurna Yojan Odisha 2026 - Eligibility Criteria

Published on April 05, 2026
In-Article Ad Space (Paste HTML in Theme)

 

Big step by the state government for the hungry Odisha. New scheme Chief Minister Annapurna will be started. Food Security Scheme beneficiaries will get 5 kg of uncooked rice per month. The proposal has been approved by the state cabinet. 3 crore 28 lakh people will benefit.

କ୍ଷୁଧାମୁକୁ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଆରମ୍ଭହେବ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା। ଖାଦ୍ୟ ସୁରକ୍ଷା ଯୋଜନା ହିତାଧୁକାରୀଙ୍କୁ ମାସକୁ ମିଳିବ ଅଧୂକ ୫ କେଜି ଚାଉଳ। ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟର ମୋହର। ଉପକୃତ ହେବେ ୩ କୋଟି ୨୮ ଲକ୍ଷ ଲୋକ।