Subhadra Scheme - ମେ ୪ ତାରିଖରେ ଆସିବ ସୁଭଦ୍ରା ଟଙ୍କା

 ସୁଭଦ୍ରାକୁ ନେଇ ପୁଣି ବଡ଼ ଖବର । ଘୋଷଣା ହେଲା ତାରିଖ । ଆଉ ୨ ଦିନ ପରେ ପୁଣି ଆସିବ ସୁଭଦ୍ରା ଯୋଜନା ଟଙ୍କା । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ ୪ ତାରିଖରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଟଙ୍କା ।

X ହ୍ୟାଣ୍ଡେଲରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲେଖିଛନ୍ତି ଯେ, ଆସନ୍ତା ମେ ୪ ତାରିଖରେ ସୁଭଦ୍ରା ଯୋଜନା ଅଧିନରେ ରାଜ୍ୟର ୧ ଲକ୍ଷ ୨୩ ହଜାର ୮୪୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ ।


Comments

Popular posts from this blog

Odisha Panjayata Peon Recruitment 2026 - Apply 10th Pass

East Coast Railway (ECR) Recruitment 2025 - Apply 10th Pass & Above

Odisha Home Guard Jobs Vacancy 2026 - Offline Application