ରାଜ୍ୟରେ ପୁଣି ଥରେ ବଢ଼ିଲା କ୍ଷୀର ଦାମ୍

  •  ଲିଟର ପିଛା ୧ ଟଙ୍କା ବୃଦ୍ଧି
  • ଏହି ନୂତନ ଦର ଆଜିଠୁ ଲାଗୁ ହେବ
  • ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮.୫ ଟଙ୍କା ପାଉଥିଲେ
  • ଏଣିକି ୩୯.୫ ଟଙ୍କା ପାଇବେ
  • ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି LIN
  • ଗୋଖାଦ୍ୟ, ମେଡିସିନ ଏବଂ ପିଡିଆ ଭଳି ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଓମଫେଡ ଦୁଗ୍ଧ କ୍ରୟ ମୂଲ୍ୟରେ ୧ଟଙ୍କା ବୃଦ୍ଧି ନିଷ୍ପତ୍ତି


Comments

Popular posts from this blog

Odisha Panjayata Peon Recruitment 2026 - Apply 10th Pass

East Coast Railway (ECR) Recruitment 2025 - Apply 10th Pass & Above

Odisha Home Guard Jobs Vacancy 2026 - Offline Application