Subhadra Yojana Big News 2025

Subhadra Yojana big news - କେଉଁ ଦିନ ଆସିବ ତୃତୀୟ କିସ୍ତି   ? 

 ଏବେ ଏବେ ଆସିଲା ବଡ଼ ଖବର ସୁଭଦ୍ରା ଯୋଜନା ନେଇ ବଡ଼  ଘୋଷଣା ଆସିଲା | ଓଡିଶା ସରକାର ଦେବେ ବଡ଼ ଖବର ମିଳିବାକୁ ଯାଉଛି ତୃତୀୟ କିସ୍ତି  | ସମସ୍ତ ସୁଭଦ୍ରା ଯୋଜନା ଅଧିକାରୀ ମାନଙ୍କ ପାଇଁ ଖୁସି ଖବର ଏହି ତାରିରେ ଆସିବ ପଇସା  | 

ପୂର୍ଵ ଜାନୁଆରୀ ଓ ମାର୍କ ମାସରେ ପ୍ରଥମ ଓ ଦ୍ୱତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇସାରିଛି | ଏବେ ସମସ୍ତଙ୍କ ଦୃଷ୍ଟି ଥିବା ତୃତୀୟ କିସ୍ତି ୫୦୦୦ ଟଙ୍କା ଉପରେ | ନୂଆ ଖବର ଅନୁଯାୟୀ ଏହି ତୃତୀୟ କିସ୍ତି ଆସନ୍ତା ରାକ୍ଷୀ ପୂଣ୍ଣିମା ଦିନ (ଆନୁମାନିତ ୨ ଅଗଷ୍ଟ ୨୦୨୫) ରେ ହିତାଧିକାରୀଙ୍କ ଖାତାରେ ଆସିବାର ସମ୍ବାବନା ଅଛି | ଏହି କିଛି ଖବର ଓଡିଶା ସରକାରଙ୍କ ତରଫରୁ ଆସିଛି | 

Subhadra Yojana big news - when will the third installment come?

Now the big news has come, a big announcement has been made about the Subhadra Yojana. The Odisha government is going to give the third installment. Good news for all the Subhadra Yojana officers, the money will come on this date.

The first and second installments of the money in the months of January and March have already gone to the beneficiary's account. Now everyone's eyes are on the third installment of Rs. 5000. According to the latest news, this third installment is likely to come to the beneficiary's account on the next Rakshi Punnima day (estimated 2 August 2025). These are some of the news that have come from the Odisha Government.

Post a Comment

Previous Post Next Post